କେବେ ମାଗିନି ମେଲାଣି ମୋ ଠୁଁ
ସେ ଯେ ମୋ ମାନସୀ
ମୋ ଖିଆଲି ସନ୍ଧ୍ୟାରେ ଆସ୍ତରାଗ ର ରାଗିଣୀ
ତାର ମୋର ଲୁଚକାଳୀ ଖେଳ
ଭିଜା ଜାହ୍ନବୀ ର ପ୍ରଣୟ ।
ସେ ଯେ ମୋ ମାନସୀ
ମୋ ଖିଆଲି ସନ୍ଧ୍ୟାରେ ଆସ୍ତରାଗ ର ରାଗିଣୀ
ତାର ମୋର ଲୁଚକାଳୀ ଖେଳ
ଭିଜା ଜାହ୍ନବୀ ର ପ୍ରଣୟ ।
ସମ୍ପର୍କର ଚୁମ୍ବନେ ପ୍ରେମ ର ପକ୍ବତ୍ତା
ହୃଦୟର କମ୍ପନେ ବସନ୍ତ ର ବ୍ୟାକୁଳତା
ମୋ ପ୍ରତି ଟି ଆବିଷ୍କାର ର ସୃଷ୍ଟି ର ସୃଜନୀକା
ନା ସେ ମତ୍ସ୍ୟଗନ୍ଧା ନା ସ୍ଵର୍ଗର ଅପସରା
ନିହାତି ସାଦାସିଧା ସେ
ଉଦାସୀ କନ୍ୟା
ମୋ ପ୍ରେମିକା ମୋ ପ୍ରିୟତମା ........।।।।
କୁମାର କୌଶିକ
No comments:
Post a Comment